ପେରମଞ୍ଜିରେ ମାଓ ପୋଷ୍ଟର : ଫନି ମୃତ୍ୟୁ ପାଇଁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

Advertisment
ପେରମଞ୍ଜିରେ ମାଓ ପୋଷ୍ଟର : ଫନି ମୃତ୍ୟୁ ପାଇଁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

Clipper28

ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପେରମଞ୍ଜି ଠାରେ ବଂଶଧାରା ଘୁମସର ନାଗାବଳି ଡିଭିଜନ ପକ୍ଷରୁ ମାଓ ପୋଷ୍ଟର ଲଗାଯାଇଛି। ପେରମଞ୍ଜି ସ୍କୁଲ ସମ୍ମୁଖ ଏକ ଗଛରେ ଏହି‌ ପୋଷ୍ଟର ଲଗା ଯାଇଛି। ଏଥିରେ ବାତ୍ୟା ‘ଫନି’ରେ ମୃତକଙ୍କ ପରିବାରକୁ ସରକାର ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଘର ପାଇଁ ସାଢେ ୨ ଲକ୍ଷ ଟଙ୍କା ଦେବାକୁ ଦାବି କରାଯାଇଛି। ଥୁଆମୂଳ ରାମପୁର ପୁଲିସ ପୋଷ୍ଟରକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe