ଛତ୍ରଭଙ୍ଗ ଦେଲେ ମାଓବାଦୀ

Advertisment
ସାଧାରଣ ଜୀବନ ବିତାଉଥିବା ମହିଳା ନକ୍ସଲକୁ ଗିରଫ କରିଛି ପୁଲିସ: ନକ୍ସଲ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ କଳାହାଣ୍ଡି ପୁଲିସ, ଏସ୍‌ଓଜି ଓ ଡିଭିଏଫ ଟିମ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା। ଏହି ଅପରେସନ ସମୟରେ କାଳେଶୁର ନିକଟରେ ଏକ ମାଓ କ୍ୟାମ୍ପ ପୁଲିସ ଠାବ କରାଯାଇଥିବା ବେଳେ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe