ଜେଲ୍‌ରେ ସବ୍ୟସାଚୀଙ୍କ ଅନଶନ, ଅସୁସ୍ଥ ଯୋଗୁଁ କୋର୍ଟରେ ଅନୁପସ୍ଥିତ

ଜେଲ୍‌ରେ ସବ୍ୟସାଚୀଙ୍କ ଅନଶନ, ଅସୁସ୍ଥ ଯୋଗୁଁ କୋର୍ଟରେ ଅନୁପସ୍ଥିତ

ଭଂଜନଗର : ବଡଗଡ, ସୋରଡା, ତାରସିଂ ଆଦି ଥାନା ଅଂଚଳରେ ହୋଇଥିବା ବିଭିନ୍ନ ମାଓ ମାମଲାର ଅଭିଯୁକ୍ତ ସବ୍ୟସାଚୀ ପଣ୍ଡାଙ୍କର ଆଜି ୫ଟି ମାମଲାର ସାକ୍ଷ୍ୟ ଗ୍ରହଣ ଥିଲା। ତେବେ ଆଜିକୁ ୪ ଦିନ ଧରି କରି ସେ ଜେଲ୍‌ରେ ଅନଶନ କରୁଥିବା ଯୋଗୁଁ ଅସୁସ୍ଥତା ହେତୁ ତାଙ୍କୁ ଆଜି ପୁଲିସ କୋର୍ଟରେ ଉପସ୍ଥିତ କରାଇ ପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe