ମାଓନେତା ସବ୍ୟସାଚୀଙ୍କ ଅନଶନ

Advertisment
ମାଓନେତା ସବ୍ୟସାଚୀଙ୍କ ଅନଶନ

ବ୍ରହ୍ମପୁର : ମାଓନେତା ସବ୍ୟସାଚୀ ପଣ୍ଡା ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅନଶନରେ ବସିଛନ୍ତି। ବିଭିନ୍ନ ଦାବି ନେଇ ସେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ସୁଦ୍ଧା ତାଙ୍କର ଦାବି ପୂରଣ ହେଉ ନାହିଁ। ତେଣୁ ସେ ଗତ ଦୁଇଦିନ ଅନଶନ ଆରମ୍ଭ କରିଥିବା ଓ ଖାଉ ନଥିବା ଜେଲ୍‌ କର୍ତୃପକ୍ଷ ଆଜି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe