ବିଶ୍ୱଭାରତୀ ସଂସଦକୁ ମନୋନୀତ ହେଲେ ଅମର ପଟ୍ଟନାୟକ

Advertisment
ଡିଜିଟାଲ ଭିତ୍ତିଭୂମି ସୁଦୃଢ଼ ପାଇଁ ଦାବି କଲେ ଅମର

en.wikipedia.org

ଭୁବନେଶ୍ୱର : ବିଶ୍ୱଭାରତୀର ସଂସଦ(କୋର୍ଟ)ର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆଜି ଶ୍ରୀ ପଟ୍ଟନାୟକଙ୍କୁ ମନୋନୀତ କରିଛନ୍ତି। ସେ ୨୦୨୧ ମେ’ ୩ ତାରିଖ ପର୍ଯ୍ୟନ୍ତ ଉକ୍ତ ପଦରେ ରହିବେ। ମନୋନୀତ ହେବା ପରେ ଶ୍ରୀ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ଉପରାଷ୍ଟ୍ରପତିଙ୍କର ତାଙ୍କ ପ୍ରତି ବିଶ୍ଵାସନୀୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଦାୟିତ୍ୱକୁ ସଠିକ ଭାବେ ତୁଲାଇବେ ବୋଲି ସେ ଟୁଇଟ୍‌ କରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe