ଉପମୁଖ୍ୟମନ୍ତ୍ରୀଙ୍କ ମାତୃ ବିୟୋଗ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ମାତା ଲୋଭାବତୀ ପରିଡ଼ାଙ୍କର ୮୯ ବର୍ଷ ବୟସରେ ପରଲୋକ ଘଟିଛି। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ...

Maternal departure of the Deputy Chief Minister

Maternal departure of the Deputy Chief Minister

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ମାତା ଲୋଭାବତୀ ପରିଡ଼ାଙ୍କର ୮୯ ବର୍ଷ ବୟସରେ ପରଲୋକ ଘଟିଛି।  
ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ସେ ପୁରୀ ଜିଲ୍ଲାର ନୂଆହାଟ ସ୍ଥିତ ନିଭାରଣା ଗାଁରେ ବାସ କରୁଥିଲେ।  ଗୁରୁବାର ତାଙ୍କର ଦେହାନ୍ତ ହୋଇଛି । 

ଅଧିକ ପଢ଼ନ୍ତୁ: ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ଗୁରୁତର

ମା’ଙ୍କର ମୃତ୍ୟୁ ଖବର ଶୁଣି ତାଙ୍କର ଶେଷ ଦର୍ଶନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଗାଁରେ ପହଞ୍ଚିଛନ୍ତି । ତାଙ୍କର ମୃତ୍ୟୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । 

ଅଧିକ ପଢ଼ନ୍ତୁ: ସୈଫ ଅଲ୍ଲୀ ଖାନଙ୍କୁ ବାସଭବନରେ ଛୁରାମାଡ଼, ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe