ମହାଶିବରାତ୍ରି ପୂର୍ବରୁ ଲିଙ୍ଗରାଜ ମନ୍ଦିରର ସ୍ଥିତି ସମୀକ୍ଷା କଲେ ମେୟର ସୁଲୋଚନା ଦାସ

ଫେବ୍ରୁଆରି ୨୬ ତାରିଖ ବୁଧବାର ପାଳିତ ହେବାକୁଥିବା ମହାଶିବରାତ୍ରି ପୂର୍ବରୁ ମେୟର ସୁଲୋଚନା ଦାସ ଲିଙ୍ଗରାଜ ମନ୍ଦିରର ସ୍ଥିତି ସମୀକ୍ଷା କରିଛନ୍ତି। ମେୟର ମନ୍ଦିରର ସ୍ଵଛତା, ପରିମଳ ସାଜସଜ୍ଜା ଓ ଆଲୋକୀକରଣ ବୁଲି ଦେଖିଛନ୍ତି...

Mayor Sulochana Das reviewed the status of Lingaraj temple before Mahashivratri

Mayor Sulochana Das reviewed the status of Lingaraj temple before Mahashivratri Photograph: (sambad.in)

ଭୁବନେଶ୍ବର: ଫେବ୍ରୁଆରି ୨୬ ତାରିଖ ବୁଧବାର ପାଳିତ ହେବାକୁଥିବା ମହାଶିବରାତ୍ରି ପୂର୍ବରୁ ମେୟର ସୁଲୋଚନା ଦାସ ଲିଙ୍ଗରାଜ ମନ୍ଦିରର ସ୍ଥିତି ସମୀକ୍ଷା କରିଛନ୍ତି। 

ମେୟର ମନ୍ଦିରର  ସ୍ଵଛତା, ପରିମଳ ସାଜସଜ୍ଜା ଓ ଆଲୋକୀକରଣ ବୁଲି ଦେଖିଛନ୍ତି। ସମସ୍ତ ବ୍ୟବସ୍ଥାର ସେ ସମୀକ୍ଷା କରିଛନ୍ତି।

ଅଧିକ ପଢ଼ନ୍ତୁ: ଖଣିରେ ମାଟି ଅତଡା ଧସିଲା: ୩ ଶ୍ରମିକ ଗୁରୁତର

ତେବେ ଖରାକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଛାଉଣୀ ସହ ଫ୍ୟାନ୍‌ର ବ୍ୟବସ୍ଥା କରାଯାଇଛି।

ଏହାସହ ଶିବରାତ୍ରିରେ ବିଏମ୍‌ସିର ସମସ୍ତ ଅଧିକାରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ଡିଜିଟାଲ ଆରେଷ୍ଟ୍‌ର ଶିକାର: ୧୪ ଲକ୍ଷ ଠକିନେଲେ ଠକ                        

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe