ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ସୁବର୍ଣ୍ଣପୁର ଜିଲ୍ଲା

ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ସୁବର୍ଣ୍ଣପୁର ଜିଲ୍ଲା

ବିଜୟୀ ପ୍ରାର୍ଥୀ   ଦଳ   ଭୋଟ   ନିକଟତମ ପ୍ରତିଦ୍ବନ୍ଦ୍ବୀ   ଦଳ   ଭୋଟ   ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ   ଦଳ   ଭୋଟ

୧ ସୋନପୁର ମ୍ୟୁନିସିପାଲିଟି (ମୋଟ ୱାର୍ଡ ସଂଖ୍ୟା: ୧୫ ବିଜେଡି: ୧୨ ବିଜେପି: ୨ କଂଗ୍ରେସ: ୧ ଅନ୍ୟାନ୍ୟ:୦)
ତାମସୀ ତାମସ୍ମିତା ନାଏକ, ବିଜେଡି ୬୦୬୬,   ରାଜଶ୍ରୀ ଦ୍ବିବେଦୀ, କଂଗ୍ରେସ ୨୪୪୯,   ସୁନିତା ଗିରି, ବିଜେପି ୨୧୮୧

୨ ବିନିକା ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା:୧୨ ବିଜେଡି:୧୧ ବିଜେପି:୧ କଂଗ୍ରେସ:୦ ଅନ୍ୟାନ୍ୟ:୦)
ସୁବାସ ଚନ୍ଦ୍ର ଭୋଇ, ବିଜେଡି ୫୬୧୫,   ବିଶ୍ବାମିତ୍ର ଭୁଏ, ବିଜେପି ୨୮୦୩,   ଅନିଲ କୁମାର ନାଏକ, କଂଗ୍ରେସ ୧୦୨୨

୩ ତରଭା ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୨ ବିଜେଡି:୧୧ ବିଜେପି:୦ କଂଗ୍ରେସ:୦ ଅନ୍ୟାନ୍ୟ:୧)
ବନ୍ଦିତା ନାଏକ,  ବିଜେଡି ୪୦୬୯,   ଶିବାନୀ ସେଠୀ,  ବିଜେପି ୧୨୦୦,   ପ୍ରଣତି ନାୟକ, କଂଗ୍ରେସ ୯୯

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe