ନୂଆଦିଲ୍ଲୀ: ଦେଶର ସ୍ବାଧୀନତା ଦିବସ ଅବସରରେ ଓଡ଼ିଶାର ୩ଜଣ ଗୃହରକ୍ଷୀଙ୍କୁ (ହୋମ୍ ଗାର୍ଡ) ସେବା ପଦକ ପ୍ରଦାନ କରାଯିବ। ଏହି ସେବା ପଦକ ପାଇବେ
ସିଭିଲ୍ ଡିଫେନ୍ସ ଭଲେଣ୍ଟିୟର୍ ଜ୍ଞାନେନ୍ଦ୍ର ମଲ୍ଲିଆ, ହୋମ୍ ଗାର୍ଡ ଏସ୍. ପର୍ଶୁରାମ ରେଡ୍ଡୀ ଏବଂ ହୋମ୍ ଗାର୍ଡ ପ୍ରଦୀପ କୁମାର ଶତପଥୀ ।