ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ମେଧା ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ

Advertisment
ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ମେଧା ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ

ବାଲେଶ୍ୱର: ଆଜି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ମେଧା ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ୧୧୬ଟି ପରୀକ୍ଷା କେନ୍ଦ୍ରରେ ନବମ ଶ୍ରେଣୀରେ ପଢୁଥିବା୨୨ହଜାର ୧୯୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ବାଲେଶ୍ୱରରେ ସର୍ବାଧିକ ୧୭ଟି କେନ୍ଦ୍ରରେ ୩ହଜାର ୯୬୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

publive-image

ଏଥିରେ ପୁଲିସ ହାଇସ୍କୁଲର ୨୫୧ଜଣ, ଆରଏନ ହାଇସ୍କୁଲ ମାର୍କୋନାରେ ୩୩୧ଜଣ, ଗୋପାଳପୁର ମଣିଭଦ୍ର ହାଇସ୍କୁଲର ୩୦୯ଜଣ, ଜଗେଇ ପିଏଲ ହାଇସ୍କୁଲର ୩୦୬, ରତ୍ନାକର ଟାଉନ ହାଇସ୍କୁଲ ବାଲିଗୋହିରୀରେ ୨୨୦ କୁପାରୀ ହାଇସ୍କୁଲରେ ୨୮୪,ରଘୁନାଥ ଏକାଡେମୀ ସରସ୍ୱତୀପୁରରେ୨୫୨,ଏଲଏନ ହାଇସ୍କୁଲ ମହାଗବରେ୧୬୯,ରାଧାନାଥ ବିଦ୍ୟାପୀଠ ସୋରରେ ୨୨୯, ଔପଦା ହାଇସ୍କୁଲରେ ୨୦୦, ଟାଉନ ନୋଡାଲ ହାଇସ୍କୁଲ ଜଳେଶ୍ବରରେ୨୭୦, ବାହାନଗା ହାଇସ୍କୁଲରେ୧୭୧, ଜାମଶୁଳୀ ହାଇସ୍କୁଲରେ୨୩୦, ଏସିସି ହାଇସ୍କୁଲ ଦେଭୋଗରେ୨୪୫, ଆରବିସିଂ ହାଇସ୍କୁଲ ରାଇବଣିଆରେ୧୫୦, ଫୁଲବାଣି ସ୍କୁଲରେ୧୯୫ ଓ ପୁଟିନେସ୍ୱର ସ୍କୁଲ ପୁଟିନାରେ୧୫୭ଜଣ ପରୀକ୍ଷାର୍ଥୀ ଅଛନ୍ତି। ଜିଲ୍ଲା ସଭାପତି ବାଦଲ ଚନ୍ଦ୍ର ପାତ୍ର, ସଂପାଦକ ମନୋରଞ୍ଜନ ଦାସଙ୍କ ତତ୍ୱାବଧାନରେ ଏହି ପରୀକ୍ଷା ଅନୁଷ୍ଠିତ ହୋଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe