ମେଡିକାଲ ନାମଲେଖା‌ : ସ୍ପଟ୍‌ କାଉନସେଲିଂ ଶେଷ

Advertisment
ମେଡିକାଲ ନାମଲେଖା‌ : ସ୍ପଟ୍‌ କାଉନସେଲିଂ ଶେଷ

Odisha Sun Times

ଭୁବ‌ନେଶ୍ବର : ରାଜ୍ୟରେ ଥିବା ୭ଟି ସରକାରୀ ଓ ୨ଟି ଘରୋଇ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ପାଇଁ ନାମଲେଖା ଆଜି ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍‌ କାଉନସେଲିଂ ପରେ ସମସ୍ତ ସରକାରୀ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ପୂରଣ ହୋଇଛି। ଏନ୍‌ଆର୍‌ଆଇ କୋଟାରେ ରାଉରକେଲା ହା‌ଇଟେକ୍‌ ମେଡିକାଲ କଲେଜର ୧୧ଟି ଓ ଭୁବନେଶ୍ବର ହାଇଟେକ୍‌ ମେଡିକାଲ କଲେଜର ୧୫ଟି ଏମ୍‌ବିବିଏସ୍‌ ସିଟ୍‌ ଖାଲି ରହିଥିବା ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe