ରାଜ୍ୟ କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଅଭାବନୀୟ ଘଟଣା: ନିଜକୁ ଗୁଳିମାରି ଜୀବନ ହାରିଲେ ଯବାନ Advertisment March 03, 2024, 12:00 PM IST 03 Mar 2024 12:00 IST Sambad Digital Follow Us new indian express ମହାକାଳପଡ଼ା: କିଆରବାଙ୍କ ଡିଆରଡିଓ ଅଫିସରେ ସୈନ୍ୟବାହିନୀର ଜଣେ ଯବାନଙ୍କ ଆତ୍ମହତ୍ୟା। ମୃତକ ହେଲେ ତାମିଲନାଡ଼ୁର ରାଜେଶ କରନ୍(୩୫)। ସେ ଡ୍ୟୁଟିରେ ଥିବା ବେଳେ ରାତି ୧ଟା ୫୫ ମିନିଟ ସମୟରେ ନିଜର ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ପ୍ରାଣ ହରାଇଛନ୍ତି।