ଲକ୍ଷାଧିକ ଟଙ୍କା ଠକେଇ, ଯୁବକ ଗିରଫ

କ୍ୟାପିଟାଲ କ୍ରାଇମ: ସରକାରୀ ଜମିକୁ କେନ୍ଦ୍ରକରି ଗଣ୍ଡଗୋଳ,୨ ଗିରଫ

କେସିଙ୍ଗା: କେସିଙ୍ଗା ୱାର୍ଡ ନଂ୬ର ଛତିଶ ଅଗ୍ରୱାଲ ଓରଫ୍ ଏଲିଆସ ଜୈନ ୱାର୍ଡ ନଂ୫ର ସଂଯୁକ୍ତା ଷଣ୍ଢଙ୍କଠାରୁ ୧ ଲକ୍ଷ ୪୦ ହଜାର ଟଙ୍କା ନେଇ ଆଉ ଫେରାଇ ନଥିଲେ। ପରେ ସେ ତାଙ୍କ ୱାର୍ଡର ୧୨୦ ଜଣ ମହିଳାଙ୍କଠାରୁ ୭୫ ଲକ୍ଷ ଠକି ନେଇଥିବା ଅଭିଯୋଗ ହୋଇଥିଲା।

ସମସ୍ତ ମହିଳାଙ୍କୁ ଅଧିକ ଟଙ୍କାର ଲୋଭ ଦେଖାଇ ଟଙ୍କା ସବୁ ହଡ଼ପ୍‌ କରିଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣା ସମ୍ପର୍କରେ ସଂଯୁକ୍ତା ଅଭିଯୋଗ କରିବା ପରେ ପୁଲିସ୍ ଅଭିଯୁକ୍ତ ଏଲିଆସ୍ ଜୈନକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe