ଖୁଦୁରୁକୁଣୀ ଓଷାରେ ବାଲୁକା ପୂଜା ପାଇଁ ଯାଇଥିଲେ: ନଦୀରେ ଭାସିଗଲେ ନାବାଳିକା

Advertisment
ଖୁଦୁରୁକୁଣୀ ଓଷାରେ ବାଲୁକା ପୂଜା ପାଇଁ ଯାଇଥିଲେ: ନଦୀରେ ଭାସିଗଲେ ନାବାଳିକା

ପାରାଦୀପ: ଅଠରବାଙ୍କୀ ନଦୀରେ ଭାସିଗଲେ ନାବାଳିକା। ଖୁଦୁରୁକୁଣି ଓଷାରେ ବାଲୁକା ପୂଜା ପାଇଁ ଯାଇଥିବା ଜଣେ ନାବାଳିକା ନଦୀରେ ଭାସିଯାଇଥିବା ସୂଚନା ମିଳିଛି। ନାବାଳିକା ଜଣଙ୍କ ଆରତୀ ମଲ୍ଲିକ ଓ ତାଙ୍କ ବୟସ ୧୪ ବର୍ଷ ହୋଇଥିବା ବେଳେ ତାଙ୍କୁ ଏବେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ଖୋଜାଖୋଜି କରିବାରେ ଲାଗିପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe