ସାପ କାମୁଡ଼ାରେ ନାବାଳିକା ମୃତ

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ବଲାଙ୍ଗୀର: ସାପ କାମୁଡ଼ାରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କଗାଁରେ ଶ୍ରାବଣୀ ଧରୁଆ (୯ବର୍ଷ) ନାମ୍ନୀ ଜଣେ ନାବାଳିକାର ମୃତ୍ୟୁ ଘଟିଛି। ଏହି ଗାଁର ଚତୁର୍ଭୁଜ ଧରୁଆଙ୍କ ଝିଅ ଶ୍ରାବଣୀ ଘରେ ଶୋଇଥିବା ସମୟରେ ବିଳମ୍ବିତ ରାତିରେ ଏକ ବିଷଧର ସାପ ତାକୁ କାମୁଡ଼ି ଦେଇଥିଲା।

ସେ ଚିତ୍କାର କରିବାରୁ ପରିବାର ଲୋକେ ସଂଗେ ସଂଗେ ତାକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲୁଥିବା ସମୟରେ ଶ୍ରାବଣୀର ମୃତ୍ୟୁ ହୋଇଥିଲା। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe