ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା। ଜଣେ ୬ ବର୍ଷର ନାବାଳିକାକୁ ୧୫ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ
କରଞ୍ଜିଆ ଏନଏସିରେ ଜଣେ ୬ ବର୍ଷର ନାବାଳିକାକୁ ୧୫ ବର୍ଷର ନାବାଳକ ପ୍ରଲୋଭନ ଦେଖାଇ ଘର ଭିତରକୁ ଡାକିନେଇ ଦୁଷ୍କର୍ମ କରିଥିଲା।
ନାବାଳିକାଜଣକ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଏନେଇ କରଞ୍ଜିଆ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଉଭୟ ପୀଡ଼ିତା ଓ ଦୁଷ୍କର୍ମକାରୀ ନାବାଳକକୁ ପୁଲିସ ଡାକ୍ତରୀ ମାଇନା କରିବା ପରେ ଏକ ମାମଲା ରୁଜ୍ଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2022/05/666604e4-504c-4563-8ad9-b8b120c2161a.jpg)