ଯାତ୍ରା ଦେଖିବାକୁ ଆସିଥିବା ବେଳେ ଦୁଷ୍କର୍ମର ଶିକାର ହେଲେ ୯ ବର୍ଷର ନାବାଳିକା

Advertisment
ଭୁବନେଶ୍ବରରେ ଲଜ୍ଜା: ୨ ନାବାଳିକାଙ୍କୁ ରାତିସାରା ଗଣଦୁଷ୍କର୍ମ

Image Source-- live hindustan

ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନେମାଳ ଅଂଚଳରେ ଜଣେ ୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ନେମାଳ ଅଞ୍ଚଳରେ ୬ ବର୍ଷର ନାବାଳିକା ଗାଁ ନିକଟରେ ଯାତ୍ରା ଦେଖିବାକୁ ଆସିଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିବା ଜଣାଯାଇଛି।
ଏହାପରେ ପୀଡ଼ିତା ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ନାବାଳିକାଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ କଟକର ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି।

publive-image Image Source--justdial

ପରିବାର ଲୋକେ ଏଥିନେଇ ଥାନାରେ ଅଭିଯୋଗ କରିବାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିନେଇ ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ।ତେବେ ଯାତ୍ରା ପାର୍ଟିର କେହି ତାଙ୍କ ସହ ଦୁଷ୍କର୍ମ କରିବାର ସନ୍ଦେହ ଘନୀଭୂତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe