ଫୁଲବାଣୀ: କନ୍ଧମାଳରେ ମାଓବାଦୀ ସେମାନଙ୍କ ଏବେ ସେମାନଙ୍କ ସ୍ଥିତି ଜାହିର କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ପୁଲିସକୁ ଟାର୍ଗେଟ କରିବାକୁ ଉଦ୍ୟମ ଚଳାଇଛି ମାଓବାଦୀ। କେତେବେଳେ କୋଟଗଡ, ତୁମୁଡିବନ୍ଧରେ ପୋଷ୍ଟର ଲଗାଇ ଉପସ୍ଥିତି ଜାହିର କରିବାକୁ ମାଓବାଦୀ ଉଦ୍ୟମ ଚଳାଇଥିବା ବେଳେ ଆଜି ଫିରିଙ୍ଗିଆ ଥାନା ଲେଣ୍ତ୍ରିଗାଁ ଓ ସାଡ୍ରିଗାଁ ଅଞ୍ଚଳରେ କେକେବିଏନ ସ˚ଗଠନର ପୋଷ୍ଟର ଲାଗିଛି। ଏଥିରେ କନ୍ଧମାଳରେ ପୁଲିସ ଚଳାଇଥିବା ମାଓ ଦମନକୁ ବିରୋଧ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us