ସାରା ରାଜ୍ୟରେ ମାଗଣାରେ ତ୍ରିରଙ୍ଗା ବାଣ୍ଟିବେ ମିସନ୍‌ ଶକ୍ତି ଗୋଷ୍ଠୀ

Advertisment

୩୦ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ ହୋଇଛି

୩୦ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ ହୋଇଛି

‘ଇଣ୍ଡିଆ’ ନା ‘ଭାରତ’: କ’ଣ କହୁଛି ସମ୍ବିଧାନ?

India Today

ଭୁବନେଶ୍ବର : ଚଳିତ ବର୍ଷ ସାରା ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଏଥିପାଇଁ ଦେଶବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖା ଦେଇଛି। ସରକାରୀ ଓ଼ ବେସରକାରୀ ସ୍ତରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କେନ୍ଦ୍ର ସରକାର ହର୍‌ ଘର୍ ତ୍ରିରଙ୍ଗା ଆହ୍ବାନ ଦେଇଥିଲେ ହେଁ ପ୍ରତି ଘରେ ଯେପରି ତ୍ରିରଙ୍ଗା ଉଡ଼ିବ ସେନେଇ ରାଜ୍ୟ ସରକାର ମାଗଣାରେ ଜାତୀୟ ପତାକା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମିସନ୍‌ ଶକ୍ତିର ମା’ମାନଙ୍କୁ ଜାତୀୟ ପତାକା ତିଆରି ଓ ବଣ୍ଟନ ଦାୟିତ୍ବ ଦିଆଯାଇଛି। ସେମାନେ ଘର ଘର ବୁଲି ଜାତୀୟ ପତାକା ବାଣ୍ଟିବେ। ମିସନ୍‌ ଶକ୍ତିର ମା’ମାନେ ୩୦ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ରା‌ଜ୍ୟ ସରକାର ସେମାନଙ୍କୁ ଅନୁଦାନ ଯୋଗାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe