ଭୁବନେଶ୍ୱର: ସିସୋର ଚିଟ୍ ଫଣ୍ଡ ଲିଙ୍କ ନେଇ କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଶୁକ୍ରବାର ସିଜେଏମ୍ କୋର୍ଟରେ ହାଜର କରାଯାଇଛି। ଚିଟ୍ ଫଣ୍ଡ ଦୁର୍ନୀତି ମାମଲା ସହିତ ଜଡ଼ିତ ଥିବା ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ସୋମବାର ରାତିରେ ଗିରଫ ସିବିଆଇ ଗିରଫ କରିଥିଲା। ପ୍ରଭାତଙ୍କୁ ସିବିଆଇ ୫ଦିନିଆ ରିମାଣ୍ଡରେ ନେଇଥିବା ବେଳେ ଏହା ଶେଷ ହେବା ପୂର୍ବରୁ କୋର୍ଟରେ ହାଜର କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us