ଗୃହରେ ଘୁମାଉଥିବା ବିଧାୟକଙ୍କୁ ଉଠାଇଲେ ମାର୍ସାଲ୍‌

Advertisment
ଅଚଳ ହୋଇଯିବ ବିଧାନସଭା ସଚିବାଳୟ!

ଭୁବନେଶ୍ୱର : ଆଜି ଅପରାହ୍ଣରେ ଗୃହରେ ଜଣେ ବିଜେଡି ବିଧାୟକ ଘୁମାଉଥିବା ବେଳେ ମାର୍ସାଲ୍‌ ତାଙ୍କ ନିକଟକୁ ଯାଇଥିଲେ। ତାଙ୍କ ସହିତ କଥାବାର୍ତା ପରେ ସେ ଚଳଚଞ୍ଚଳ ହୋଇଉଠିଥିବା ଦେଖିବାକୁ ମିଳିଥିଲା। କେବଳ ଆଜି ନୁହେଁ, ପୂର୍ବରୁ ତାଙ୍କୁ ଏଭଳି ଘୁମାଉଥିବାର ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe