ବିଧାୟକ ସୁଧୀର ସାମଲ କରୋନା ଆକ୍ରାନ୍ତ

ବିଧାୟକ ସୁଧୀର ସାମଲ କରୋନା ଆକ୍ରାନ୍ତ

ଢେଙ୍କାନାଳ : ସଦର ବିଧାୟକ ସୁଧୀର କୁମାର ସାମଲ କରୋନାରେ ଆକ୍ରାନ୍ତ ହୋଇ ସଙ୍ଗରୋଧରେ ରହିଛନ୍ତି। ତାଙ୍କ ସଂସ୍ପର୍ଶରେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷରେ ଆସିଥିବା ଏବଂ ତାଙ୍କ ପିଏସ୍‌ଓଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧରେ ରହିବା ଓ କୋଭିଡ୍ ପରୀକ୍ଷା କରାଇବା ପାଇଁ ଆଜି ବିଧାୟକ ଶ୍ରୀ ସାମଲ ସୋସିଆଲ୍ ମିଡିଆ ଫେସ୍‌ବୁକ୍‌, ଟୁଇଟର ଆଦିରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe