ଇଂରାଜୀରେ ଉତ୍ତର ଦେବା ନେଇ ତାରା କ୍ଷୁବ୍ଧ

Advertisment

molitics.in

ଭୁ‌ବନେଶ୍ବର : କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିଲେ। ପ୍ରଶ୍ନକାଳରେ ମନ୍ତ୍ରୀ ତାଙ୍କ ଉତ୍ତର ଇଂରାଜୀରେ ପଢ଼ିଥିଲେ। ଏ ନେଇ ତାରା କ୍ଷୁବ୍ଧ ହୋଇଥିଲେ। କହିଥିଲେ, ମୁଁ ଓଡ଼ିଆରେ ପ୍ରଶ୍ନ କରିଥିଲି। ମନ୍ତ୍ରୀ କାହିଁକି ଇଂରାଜୀରେ ଉତ୍ତର ଦେଲେ। ଏହା ଓଡ଼ିଆ ଭାଷା ପ୍ରତି ଅପମାନ। ବାଚସ୍ପତି ମହୋଦୟ ଓଡ଼ିଆ ଭାଷାକୁ ବଞ୍ଚାନ୍ତୁ। ଏହା ଆଦୌ ଠିକ୍ ନୁହେଁ। ଏହା ପରେ ତାରାଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଓଡ଼ିଆରେ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe