ଶିକ୍ଷୟିତ୍ରୀଙ୍କଠାରୁ ମୋବାଇଲ ଲୁଟ୍‌

ଶିକ୍ଷୟିତ୍ରୀଙ୍କଠାରୁ ମୋବାଇଲ ଲୁଟ୍‌

Patrika

ବଡ଼ଚଣା: ବଡ଼ଚଣା ଥାନା ଅନ୍ତର୍ଗତ ବନ୍ଦାଳ ଛକ ନିକଟରେରେ ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ଦୁଇ ଦୁର୍ବୃତ୍ତ ମୋବାଇଲ ଫୋନ୍‌ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ୧୬ ନମ୍ବର ଜାତୀୟ ରାଜପଥରେ ଦୁଇଜଣ ଶିକ୍ଷୟିତ୍ରୀ ସ୍କୁଟିରେ ଛତିଆରୁ ବଡ଼ଚଣା ଆସୁଥିଲେ।

ବନ୍ଦାଳ ଛକ ନିକଟରେ ଏକ କଳା ପଲସର୍‌ ବାଇକ୍‌ରେ ଦୁଇ ଯୁବକ ଆଜି ସ୍କୁଟି ପଛରେ ବସିଥିବା ଶିକ୍ଷୟିତ୍ରୀଙ୍କ ହାତରୁ ତାଙ୍କ ମୋବାଇଲ୍‌ ଫୋନ୍‌ଟିକୁ ଝାମ୍ପି ନେଇଥିଲା। ପରେ ଦୁଇ ଶିକ୍ଷୟିତ୍ରୀ ଏନେଇ ବଡ଼ଚଣା ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe