ଘରୁ ଟଙ୍କା, ସୁନାଗହଣା ଚୋରି

ଘରୁ ଟଙ୍କା, ସୁନାଗହଣା ଚୋରି

Argus News

ଯୋଡ଼ା: ଯୋଡ଼ା ସହରର ହୁଡ଼ିସାହିରେ ରହୁଥିବା ଜଣେ ମହିଳାଙ୍କ ଘରେ ପଶି ଦୁର୍ବୃତ୍ତମାନେ ସୁନାଅଳଙ୍କାର ଓ ଟଙ୍କା ଚୋରି କରି ନେଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ମାଳତୀ ନାଏକଙ୍କ ପରିବାର ‌ଲୋକେ ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ପଶି ଘରୁ ୩ଟି ସୁନା ମଙ୍ଗଳସୂତ୍ର, ଗୋଟିଏ ସୁନାହାର, ୫ ଯୋଡ଼ା ସୁନା କାନଫୁଲ, ଗୋଟିଏ ମୋବାଇଲ ଫୋନ୍‌ ଓ ୯୦ ହଜାର ଟଙ୍କା ଚୋରି କରି ନେଇଥିଲେ। ଏନେଇ ମାଳତୀ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe