ଝାରସୁଗୁଡ଼ା : ସରବହାଲ ସ୍ଥିତ ମଣ୍ଟୁ ହୋତା ଘରେ ଗତ ଜୁଲାଇ ମାସ ୧୧ ତାରିଖରୁ ରାମାୟଣ କଥା ହୋଇ ଆସୁଛି। ପୂଜକ ଅଜୟ ମିଶ୍ର ପୂଜାର୍ଚ୍ଚନା କରୁଛନ୍ତି। ବେଶ କିଛି ଦିନ ହେଲା ରାମାୟଣ କଥା ଆରମ୍ଭ ହେବା ସମୟରେ ଏକ ହନୁମାଙ୍କଡ ପ୍ରତ୍ୟହ ଆସି ଭକ୍ତିର ସହିତ ରାମାୟଣ କଥା ଶୁଣୁଛି। କାହାରି କିଛି କ୍ଷତି ନ କରି ସେ କଥା ସାରିବା ପରେ ପୁଣି କୁଆଡେ ଚାଲିଯାଉଛି। ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ହୋଇଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us