ଟିକା ନେଲେ ୯ ହଜାରରୁ ଅଧିକ

Advertisment
୧୮ ବର୍ଷରୁ ଉର୍ଦ୍ଧ୍ବ ଦେଶର ୫୪% ଲୋକ ଅନ୍ୟୁନ ଗୋଟିଏ ଡୋଜ୍ ଟିକା ନେଇଛନ୍ତି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

The Indian Express

ଭୁବନେଶ୍ବର : ରବିବାର ସତ୍ତ୍ବେ ରାଜ୍ୟରେ ୯୪୧୯ କରୋନା ଟିକା ଦିଆଯାଇଛି। ରବିବାର ଦିନ ଗଞ୍ଜାମ, କଳାହାଣ୍ଡି, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ଟିକାକରଣ କରାଯାଇଥିଲା। ଆଜି ୯୧୦ ଅଧିବେଶନରେ ଟିକାକରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ରବିବାର ୧୮-୪୪ବର୍ଗର ୨୩୬ଜଣ ପ୍ରଥମ, ୪୫ବର୍ଷରୁ ଅଧିକ ୯୦୮୩ଜଣ ପ୍ରଥମ ଓ ୮୬ଜଣଙ୍କୁ ଦ୍ବିତୀୟ ଡୋଜ୍‌ ଟିକା ଦିଆଯାଇଛି। ରାଜ୍ୟରେ ଟିକାକରଣ ୮୧ଲକ୍ଷ ୯୩ହଜାର ୭୫୩କୁ ବୃଦ୍ଧି ପାଇଛି। ପଞ୍ଜୀକୃତ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୯ପ୍ରତିଶତ ପ୍ରଥମ ଓ ୮୯ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇଛନ୍ତି। ଏହାସହ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧୩୧ ପ୍ରତିଶତ ପ୍ରଥମ ଓ ୯୪ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇ ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe