ଯାଜପୁର: ଯାଜପୁର ଜିଲ୍ଲା କୋରେଇରେ ବି ଭୋଟ ଗଣତିର ଗଣିତ ଭାରି ରୋଚକ ହୋଇପଡ଼ିଛି। ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ଠାରୁ ପଛରେ ପଡ଼ିଛନ୍ତି। ଆକାଶଙ୍କଠାରୁ ସନ୍ଧ୍ୟାରାଣୀ ୧୪୩୭ ଭୋଟ ପଛରେ ଥିବା ଜଣାଯାଇଛି।
କୋରେଇରେ ମା’ ସନ୍ଧ୍ୟାରାଣୀ ଦାସ ଓ ସମ୍ବଲପୁରରେ ପୁଅ ପ୍ରଣବ ପ୍ରକାଶ ଦାସ ପଛରେ
Advertisment
Follow Us