ଘୁଞ୍ଚିଲା ୩ ଜିଲ୍ଲାର ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ

ବାଟବଣା ଆତ୍ମରକ୍ଷା କୌଶଳ ତାଲିମ: ବଦଳୁଛି ନିୟମ, ବଞ୍ଚିତ ହେଉଛନ୍ତି ଛାତ୍ରୀ

news.cgtn.com

ଭୁବନେଶ୍ବର : ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଡିଗ୍ରି କଲେଜ ଛାତ୍ରୀଙ୍କ ଲାଗି ଅନୁଷ୍ଠିତ ହେବାକୁ ଥିବା ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୧ରୁ ୨୭ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି। ମେ’ ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ତାଲିମ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁଯାୟୀ ଛାତ୍ରୀଙ୍କ ରିପୋର୍ଟିଂ ସମୟରେ ବି ପରିବର୍ତନ ହୋଇଛି। ଏସମ୍ପର୍କରେ ଛାତ୍ରୀମାନଙ୍କୁ ଜଣାଇବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପକ୍ଷରୁ ସମ୍ପୃକ୍ତ କଲେଜଗୁଡ଼ିକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe