ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ନିକଟରେ ରାସ୍ତା କଡରେ ଥିବା କେନାଲ ଭିତରକୁ ଏକ କାର ପଶି ଯାଇଛି। କେନ୍ଦୁଝର ରୁ ପାଟଣା ଆଡକୁ ଆସୁଥିବା ଏହି କାର ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା କେନାଲ କୁ ପଶି ଯାଇଥିଲା । ତେବେ କାର ର ଚାଳକ ଓ ଯାତ୍ରୀ ମାନେ ଏହି ଦୁର୍ଘଟଣା ରେ ବର୍ତ୍ତି ଯାଇଛନ୍ତି।
କେନାଲ ଭିତରକୁ ପଶିଗଲା ଚଳନ୍ତା କାର
Advertisment
Follow Us