ଟୋଲଗେଟ୍‌ରେ ସାଂସଦଙ୍କୁ ଦୁର୍ବ୍ୟବହାର, ଉତ୍ତେଜନା, ଜଣେ ଗିରଫ

Advertisment
ଟୋଲଗେଟ୍‌ରେ ସାଂସଦଙ୍କୁ ଦୁର୍ବ୍ୟବହାର, ଉତ୍ତେଜନା, ଜଣେ ଗିରଫ

ପିପିଲି: ଆଜି ସକାଳେ ଓଡ଼ିଶା ଗସ୍ତରେ ଆସିଥିବା ସାଂସଦ ସାବିତ୍ରୀ ଠାକୁର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ ତାଙ୍କୁ ପିପିଲି ଟୋଲାଗେଟ୍‌ର କର୍ମଚାରୀମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହିତ ବିଜେପି କର୍ମୀମାନେ ପହଞ୍ଚି ଅଭିଯୁକ୍ତ ଟୋଲଗେଟ୍‌ କର୍ମଚାରୀଙ୍କୁ ଗିରଫ କରିବାକୁ ଅଡ଼ି ବସିଥିଲେ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ କର୍ମଚାରୀଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ କର୍ମଚାରୀ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe