ଅଦିନିଆ ବର୍ଷାରେ ଭିଜିଲା ମୁଗ, ଚିନ୍ତାରେ ଚାଷୀ

Advertisment
ଅଦିନିଆ ବର୍ଷାରେ ଭିଜିଲା ମୁଗ, ଚିନ୍ତାରେ ଚାଷୀ

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧୀନ ରୁପ୍ରା ସମେତ ବିଭିନ୍ନ ଅଞ୍ଚଳରେ ଶନିବାର ଅପରାହ୍ନରେ ପ୍ରବଳ ବର୍ଷା ହୋଇଛି।

ଅମଳ ପରେ ଚାଷୀ ଖଳାରେ ରଖିଥିବା ମୁଗ ସବୁ ଭିଜିଯାଇଥିବା ଦେଖାଯାଇଛି। ସେହିପରି ଅମଳ ହେବାକୁଥିବା ମୁଗ ମଧ୍ୟ ଭିଜି ଯାଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe