ଉତ୍ତମ ବ୍ୟବହାର ପାଇଁ ସଜା ସରିବା ପୂର୍ବରୁ ହତ୍ୟା ଅଭିଯୁକ୍ତ ଖଲାସ

Advertisment

ଦେବଗଡ ସ୍ବତନ୍ତ୍ର ଉପକାରାଗାରରେ ହତ୍ୟା ଅଭିଯୋଗରେ ଆଜୀବନ ସଜାକାଟୁଥିବା କୁଣ୍ଢେଇଗୋଳା ଥାନାଚଂଳର ପଳସମା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୮୦)ଙ୍କୁ ଉତ୍ତମ ବ୍ୟବହାର ପାଇଁ ସଜା ସରିବା ପୂର୍ବରୁ ଆଜି ଖଲାସ କରାଯାଇଛି।

ଦେବଗଡ ସ୍ବତନ୍ତ୍ର ଉପକାରାଗାରରେ ହତ୍ୟା ଅଭିଯୋଗରେ ଆଜୀବନ ସଜାକାଟୁଥିବା କୁଣ୍ଢେଇଗୋଳା ଥାନାଚଂଳର ପଳସମା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୮୦)ଙ୍କୁ ଉତ୍ତମ ବ୍ୟବହାର ପାଇଁ ସଜା ସରିବା ପୂର୍ବରୁ ଆଜି ଖଲାସ କରାଯାଇଛି।

9c994d8d-3f99-45b2-af5d-7289bd5e5b23

ଦେବଗଡ଼:ଦେବଗଡ ସ୍ବତନ୍ତ୍ର ଉପକାରାଗାରରେ ହତ୍ୟା ଅଭିଯୋଗରେ ଆଜୀବନ ସଜାକାଟୁଥିବା କୁଣ୍ଢେଇଗୋଳା ଥାନାଚଂଳର ପଳସମା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୮୦)ଙ୍କୁ ଉତ୍ତମ ବ୍ୟବହାର ପାଇଁ ସଜା ସରିବା ପୂର୍ବରୁ ଆଜି ଖଲାସ କରାଯାଇଛି। ସୂଚନା ଅନୁଯାୟୀ, ୨୦୧୨ ମାର୍ଚ୍ଚ ମାସରେ  ଏକ ହତ୍ୟା ଅଭିଯୋଗରେ ଯୋଗେନ୍ଦ୍ର ଗିରଫ ହୋଇ ଦେବଗଡ ସ୍ବତନ୍ତ୍ର ଉପକାରାଗାରରେ ସଜା କାଟୁଥିଲେ।

୨୦୧୨ ମାର୍ଚ୍ଚ ମାସରେ  ଏକ ହତ୍ୟା ଅଭିଯୋଗରେ ଯୋଗେନ୍ଦ୍ର ଗିରଫ ହୋଇ ଦେବଗଡ ସ୍ବତନ୍ତ୍ର ଉପକାରାଗାରରେ ସଜା କାଟୁଥିଲେ। ତାଙ୍କୁ ଉତ୍ତମ ବ୍ୟବହାର ପାଇଁ ସଜା ସରିବା ପୂର୍ବରୁ ଆଜି ଖଲାସ କରାଯାଇଛି।

ତେବେ ୨୦୧୭ ସେପ୍ଟେମ୍ବର ୪ ତାରିଖରେ ଦେବଗଡ ଜିଲ୍ଲା ଜଜ ତାଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଥିଲେ। ଯୋଗେନ୍ଦ୍ରଙ୍କ ଉତ୍ତମ ବ୍ୟବହାର ପାଇଁ ୨୦୨୪ ଏପ୍ରିଲ ୮​ରେ ଜେଲ କର୍ତ୍ତୁପକ୍ଷ ଏସଏସଆରବିରେ ଖଲାସ କରିବା ପାଇଁ ଆବେଦନ କରିଥିଲେ।ଏହାପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସଜା ସରିବା ପୂର୍ବରୁ ଆଜି ଯୋଗେନ୍ଦ୍ରଙ୍କୁ ଖଲାସ କରାଯାଇଥିବା ନେଇ ଦେବଗଡ ସ୍ବତନ୍ତ୍ର ଉପକାରାଗାର ଜେଲର ବିକାଶ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe