ରାସ୍ତାକଡ଼ରେ ଯୁବକର ରକ୍ତାକ୍ତ ମୃତଦେହ: ହତ୍ୟା ସନ୍ଦେହ

Advertisment
ରାସ୍ତାକଡ଼ରେ ଯୁବକର ରକ୍ତାକ୍ତ ମୃତଦେହ: ହତ୍ୟା ସନ୍ଦେହ

ବରଗଡ଼: ବରଗଡ଼ ଗାନ୍ଧିଛକ ଫରେଷ୍ଟ ଅଫିସ ଶକ୍ତି ନଗର ରାସ୍ତାରେ ଜଣେ ଯୁବକର ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ବରଗଡ଼ ମଙ୍ଗଳା ଝୁପୁଡିପଡାର ସୁରଜ ଦାସ(୨୦) ହୋଇଥିବା ସୂଚନା ରହିଛି । ତେବେ କେଉଁ କାରଣରୁ ତାର ମୃତ୍ୟୁ ହେଲା ଓ ରାସ୍ତାକଡ଼ରେ ଶବ ପଡ଼ି ରହିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ତେବେ ତାକୁ କେହି ହତ୍ୟା କରିଥିବା ଭଳି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe