ଗାଁ ଦାଣ୍ଡରେ ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

Advertisment
ଗାଁ ଦାଣ୍ଡରେ ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ବୌଦ୍ଧ: ବୌଦ୍ଧ ଥାନା ତଥା ହରଭଙ୍ଗା ବ୍ଲକ ତାକୁଡ଼ ଗାଁ ଦାଣ୍ଡରେ ଜଣେ ଯୁବକଙ୍କ ଶବ ପଡ଼ି ରହିଥିବା ଦେଖାଯାଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ। ମୃତକ ପୁରୁଣା କଟକ ଥାନା ଛେଳିଲେଣ୍ଡି ଗ୍ରାମର ରମେଶ ବାରିକ(୪୦) ବୋଲି ଜଣାଯାଇଛି। ସେ ନିକଟସ୍ଥ ତିଲେଶ୍ବର ବଜାରରେ ଏକ ସେଲୁନ କରିଛନ୍ତି।

ଖବର ପାଇ ପରିବାର ଲୋକେ ଶବ ନିକଟରେ ପହଞ୍ଚି ପୁଲିସକୁ ଖବର ଦେଇଛନ୍ତି। କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe