କଳାହାଣ୍ଡି : ଟାଙ୍ଗିଆରେ ହାଣି ହତ୍ୟା 

Advertisment
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

ଖଇରପଦର : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଖଇରପଦର ଗ୍ରାମ ହାଇସ୍କୁଲ ପଡ଼ାରେ ଜଣେ ବ୍ୟକ୍ତିଙ୍କୁ ରବିବାର ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ଉକ୍ତ ଗ୍ରାମର ପୀତାମ୍ବର ଶବର (୫୫) ବୋଲି ଜଣାପଡ଼ିଛି। ପୀତାମ୍ବରଙ୍କ ପରିବାର ଲୋକଙ୍କ କହିବାନୁସାରେ ଘରବାଡ଼ିକୁ କେନ୍ଦ୍ର କରି ପଡ଼ୋଶୀ ଲକ୍ଷପତି ନାଏକ ଓ ତାଙ୍କ ପରିବାର ଲୋକେ ମିଶି ହତ୍ୟା କରିଛନ୍ତି। ଖବର ପାଇ ପୁଲିସ୍‌ ଏସ୍‌ଆଇ ବିପିନ କୁଳଦୀପ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ୭ ଜଣଙ୍କୁ ଅଟକ ରଖିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଶବ ଜବତ ହୋଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe