ବନ୍ଧୁକ କିଣାକୁ ନେଇ ବନ୍ଧୁ ହତ୍ୟା: ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ପୁଲିସ୍ ପକ୍ଷରୁ ସିନ୍ କ୍ରିଏସନ୍

ବନ୍ଧୁକ କିଣାକୁ ନେଇ ବନ୍ଧୁ ହତ୍ୟା: ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ପୁଲିସ୍ ପକ୍ଷରୁ ସିନ୍ କ୍ରିଏସନ୍

ସୋର: ଗତ ଦୁଇଦିନ ତଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଦୁଇଜଣ ବନ୍ଧୁ ମିଶି ଜଣେ ବନ୍ଧୁକୁ ବନ୍ଧୁକ କିଣାକୁ ନେଇ ହତ୍ୟା କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିବା ସହିତ ଡାକ୍ତରଖନାରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

ପରେ ହତ୍ୟାକାରୀ ଦ୍ୱୟଙ୍କୁ ପୁରୀ ପୁଲିସ ସହାୟତାରେ ପିପିଲିରୁ ଗିରଫ କରିଥିଲେ। ଆଜି ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ପୁଲିସ୍ ସିନ୍ କ୍ରିଏସନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe