ଗଞ୍ଜାମ: ଆସିକା ବରଗାଁର ଦୁର୍ଦ୍ଦାନ୍ତ ଅପରାଧୀ ତଥା ଆସିକା ବ୍ଲକ ଅଧକ୍ଷାଙ୍କ ଦେଢ଼ଶୁର ସୁନୀଲ ନାହାକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆଗରୁ ସୁନୀଲ ନାମରେ ବହୁହତ୍ୟା ମାମଲା ଅଛି।ସେ କୋଦଳା ବ୍ଲକ ଅନ୍ତର୍ଗତ ଖୋଲିକୋଟ ଥାନା ଦାନପୁରରେ ଜଣକୁ ହତ୍ୟା କରିବାକୁ ଯାଇଥିବା ବେଳେ ନିଜେ ହତ୍ୟାର ଶିକାର ହେଲା ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଘଟଣାର ଅଧିକ ତଦନ୍ତ ଚାଲିଛି।
ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକକୁ ହତ୍ୟା
Advertisment
Follow Us