ହତ୍ୟାକାରୀକୁ ଆଜୀବନ ଜେଲ

Advertisment
ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ଭଦ୍ରକ: ଜଣେ ହତ୍ୟାକାରୀକୁ ଆଜୀବନ ଜେଲ ମିଳିଛି।  ୨୦୧୭ ମସିହା ମାର୍ଚ୍ଚ ମାସ ୧୯ ତାରଖରେ ଭଦ୍ରକ ଜିଲ୍ଲା ନାୟକାଣୀଡ଼ିହି ଥାନା ତମ୍ବାଖଣ୍ଡି ଗ୍ରାମର ସତ୍ୟସୁନ୍ଦର କୁଅଁର ନାମକ ଜଣେ ବ୍ୟକ୍ତି  ଘରେ ଖାଉଥିବା ବେଳେ ସେହି ଗ୍ରାମର ବନମାଳୀ କୁଅଁରଙ୍କ ପୁତ୍ର ମହେନ୍ଦ୍ର କୁଅଁର( ୩୩)ଙ୍କୁ  ଛୁରୀ ଭୁସି ହତ୍ୟା କରିଥିଲେ। ଏହି ମାମଲାର ବିଚାର କରି ତାଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା, ଅନାଦେୟ ପୁଣି ୩ ମାସ ସଶ୍ରମ କାରଦଣ୍ଡ ନିର୍ଦ୍ଦେଶ ଦେଲେ ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ ଆଶିଷ କୁମାର ତ୍ରିପାଠୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe