ନବଯୌବନ ଦର୍ଶନ ବ୍ୟବସ୍ଥା

Advertisment
ନବଯୌବନ ଦର୍ଶନ ବ୍ୟବସ୍ଥା

TripSavvy

ପୁରୀ : ଆସନ୍ତା ୨ ତାରିଖ ମହାପ୍ରଭୁଙ୍କ ନବ‌ଯୌବନ ଦର୍ଶନ ଦିନ ପରିମାଣିକ ଦର୍ଶନାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପରିମାଣିକ ଦର୍ଶନାର୍ଥୀମାନେ ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଦକ୍ଷିଣଦ୍ବାର ଦେଇ ପ୍ରବେଶ କରିପାରିବେ। ସେହିଭଳି ଅପରାହ୍ନ ସାଢ଼େ ୩ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହେବ। ୩ଟା୩୦ରୁ ୪ଟା୩୦ ମଧ୍ୟରେ ସିଂହଦ୍ବାର ଦେଇ ଭକ୍ତ ପ୍ରବେଶ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe