ଶ୍ରୀଜିଉଙ୍କର ନାଗାର୍ଜୁନ ବେଶର ଅନୁକୂଳ ଆରମ୍ଭ

Advertisment
ଶ୍ରୀଜିଉଙ୍କର ନାଗାର୍ଜୁନ ବେଶର ଅନୁକୂଳ ଆରମ୍ଭ

ପୁରୀ: ଆଜି ଶ୍ରୀଜିଉଙ୍କର ନାଗାର୍ଜୁନ ବେଶର ଅନୁକୂଳ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଦୀର୍ଘ ୨୫ ବର୍ଷର ପରେ ଶ୍ରୀଜିଉଙ୍କ ଦିବ୍ୟ ଦୁର୍ଲଭ ନାଗାର୍ଜୁନ ବେଶର ଅନୁକୂଳ ଆଜି ସକାଳ ୯ଟା ସମୟରେ ଆରମ୍ଭ ହୋଇଛି। ଚକ୍ରକୋଟ ବଳରାମ ଖୁଣ୍ଟିଆ ଏହାର ଅନୁକୂଳ କରିଛନ୍ତି। ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ଶ୍ରୀଜିଉ ସଜେଇ ହେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe