ଅଜଣା ଗାଡି ଧକ୍କାରେ ନାଲକୋ କର୍ମଚାରୀ ମୃତ

Advertisment
ଅଜଣା ଗାଡି ଧକ୍କାରେ ନାଲକୋ କର୍ମଚାରୀ ମୃତ

ଅନୁଗୁଳ: କୁଲାଡ଼ ଗ୍ରାମର ଦୁଷ୍ମନ୍ତ ଦେହୁରୀ (୩୨)ପଟଲାଇନ -୧ ରେ କାର୍ଯ୍ୟ କରୁଥିଲେ। ବି ସିଫ୍ଟ ସାରି ଘରକୁ ଫେରୁଥିବା ବେଳେ ୫୫ନଂ ଜାତୀୟ ରାଜପଥ ଏଫସିଆଇ ଛକ ଠାରୁ ୧୦୦ମିଟର ଦୂରରେ ଏକ ଅଜଣା ଗାଡି ଧକ୍କାରେ ରାସ୍ତାରେ ପଡି ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ନାଲକୋ ଡାକ୍ତରଖାନାକୁ ଚିକିତ୍ସିତ ପାଇଁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe