ଏଥର ସୋମବାର ନନ୍ଦନକାନନ ଖୋଲା

Advertisment
ଏଥର ସୋମବାର ନନ୍ଦନକାନନ ଖୋଲା

ବାରଙ୍ଗ : ସ୍ବାଧୀନତା ଦିବସ ପାଇଁ ସୋମବାର ସତ୍ତ୍ବେ ଏଥର ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ। ଏହାର ପରଦିନ ଅର୍ଥାତ୍‌ ମଙ୍ଗଳବାର ଦିନ ଦୁଇଟି ଯାକ ଉଦ୍ୟାନ ବନ୍ଦ ରହିବ। ନନ୍ଦନକାନନ ଉପନିର୍ଦ୍ଦେଶକ ଡ. ସଂଜିତ୍‌ କୁମାର ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe