୫୦୦ ଏଏସ୍‌ଓ ନିଯୁକ୍ତିକୁ ମଞ୍ଜୁରି ଦେଲେ ମୁଖ୍ୟମନ୍ତ୍ରୀ

Advertisment
ହରିଦାସପୁରରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ରେଳ ଯୋଗାଯୋଗ କାର୍ଯ୍ୟ ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Wikidata

ଭୁବନେଶ୍ବର : ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ନିଯୁକ୍ତି ପାଇଥିବା ୫୦୦ ଆସିଷ୍ଟାଣ୍ଟ ସେକ୍‌ସନ୍‌ ଅଫିସର(ଏଏସ୍‌ଓ)ଙ୍କ ନିଯୁକ୍ତିକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି।

ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ସୂଚନା ଅନୁଯାୟୀ ଚଳିତ ବର୍ଷ ଜାନୁଆରି ମାସ ୨୯ ତାରିଖରେ ରାଜ୍ୟ ସରକାରଙ୍କ ଅଧୀନରେ ଖାଲି ପଡ଼ିଥିବା ୫୦୦ ଏଏସ୍‌ଓ ପଦ ପାଇଁ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଓପିଏସ୍‌ସି ଏହି ନିଯୁକ୍ତି ପରୀକ୍ଷା ଆୟୋଜନ କରିଥ‌ିଲେ। ଗତ ଏପ୍ରିଲ ମାସ ୨୯ ତାରିଖରେ ନିଯୁକ୍ତି ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଏଏସ୍‌ଓ ନିଯୁକ୍ତିକୁ ମଞ୍ଜୁରି ଦେବା ପରେ ସେମାନଙ୍କର ଯୋଗଦାନ ରାସ୍ତା ପରିଷ୍କାର ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe