୩ଟି ଜିଲ୍ଲା ଦୌରାଜଜ ପଦକୁ ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ

Advertisment
ଭଦ୍ରକ ଦୁର୍ଘଟଣାରେ ଛାତ୍ରଛାତ୍ରୀ ମୃତ୍ୟୁ ଘଟଣା: କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୋକ, ନବୀନ ଘୋଷଣା କଲେ ଅନୁକମ୍ପା ରାଶି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୩ଟି ଜିଲ୍ଲା ଦୌରାଜଜ ପଦକୁ ମଞ୍ଜୁରୀ ଦେଇଛନ୍ତି। ସେହିଭଳି ନବୀନ ଜଗତସିଂହପୁର, ଝାରସୁଗୁଡ଼ା ଓ ଦେବଗଡ଼ରେ ପରିବାର ଅଦାଳତ ପ୍ରତିଷ୍ଠା କରିବାକୁ ଅନୁମୋଦନ ଦେଇଛନ୍ତି। ଏହି ୩ଟି କୋର୍ଟ ପାଇଁ ୩୩ଟି ଅନ୍ୟାନ୍ୟ ପଦକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ୩ଟି ପରିବାର ଅଦାଲତ ପାଇଁ ସମୁଦାୟ ୩୬ଟି ପଦ ସୃଷ୍ଟି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe