କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ

Advertisment
ନୀତି ଆୟୋଗ ବୈଠକରେ ନବୀନ : ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ପାହ୍ୟା ଲାଗି ମାପଦଣ୍ଡ ପରିବର୍ତ୍ତନ ଦାବି ସହ ଦେଶରେ ଏକକ ନିର୍ବାଚନ ପାଇଁ ପରାମର୍ଶ ଦେଲେ

NDTV.com

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କ୍ୟାପିଟାଲ ହସ୍ପିଟାଲରେ ନିଜ ଦାନ୍ତର ଚିକିତ୍ସା କରିଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ତାଙ୍କର ସ୍ବତନ୍ତ୍ର ଡାକ୍ତର ଦାନ୍ତ ଚିକିତ୍ସା କରିଥିଲେ। ଗତ କିଛିମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ‌ାନ୍ତରେ ଫିଲିଂ ହୋଇଥିଲା। ଆଜି ପୁଣିଥରେ ଦାନ୍ତର ପରୀକ୍ଷା ହୋଇଥିବା ବେଳେ ତାଙ୍କୁ ସାଧାରଣ ଖାଦ୍ୟ ଖାଇବା ପାଇଁ ଡାକ୍ତର କହିଥିବା ସୂଚନା ମିଳିଛି।

କ୍ୟାପିଟାଲ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ଚିକିତ୍ସା ପାଇଁ ଆସୁଥିବା ଜାଣିବା ପରେ ହସ୍ପିଟାଲ କର୍ତୃପକ୍ଷ ଦୁଇଦିନ ପୂର୍ବରୁ ତତ୍ପର ହୋଇ ଉଠିଥିଲେ। ବାତ୍ୟାରେ ଭାଙ୍ଗି ଯାଇଥିବା ଗଛକୁ କାଟିବା ସହିତ ହସ୍ପିଟାଲରେ ବାହାରୁଥିବା ନଳା ପାଣିକୁ ସଫା କରିଥିଲେ। ଏପରିକି ସବୁବେଳେ ବନ୍ଦ ରହୁଥିବା ଲିଫ୍‌ଟକୁ ମଧ୍ୟ ସଜାଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe