ରାଜନାଥଙ୍କ ସହ କଥା ହେଲେ ନବୀନ

Advertisment

ଓଡ଼ିଶାକୁ ଖୁବ୍ ଶୀଘ୍ର ମିଳିବ ତିତ୍‌ଲି ସହାୟତା

ଓଡ଼ିଶାକୁ ଖୁବ୍ ଶୀଘ୍ର ମିଳିବ ତିତ୍‌ଲି ସହାୟତା

ରାଜନାଥଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ବର : ଓଡ଼ିଶାକୁ ‘ତିତ୍‌ଲି’ ସହାୟତା ତୁରନ୍ତ ପ୍ରଦାନ କରିବା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ଖୁବ୍ ଶୀଘ୍ର ଓଡ଼ିଶାକୁ ଏନଡିଆରଏଫ୍ ପାଣ୍ଠିରୁ ସହାୟତା ଯୋଗାଇ ଦେବା ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। କିଛିଦିନ ତଳେ ଆନ୍ଧ୍ରକୁ ଏନଡିଆରଏଫ୍ ପାଣ୍ଠିରୁ ତିତ୍‌ଲି ସହାୟତା ମିଳିବା ପରେ ଓଡ଼ିଶାକୁ ମଧ୍ୟ ତୁରନ୍ତ ସହାୟତା ଦେବାକୁ ନବୀନ ରାଜନାଥଙ୍କୁ ଚିଠି ଲେଖିଥିଲେ।

ସୂଚନାଯୋଗ୍ୟ ଯେ, ତିତ୍‌ଲି ଜନିତ କ୍ଷୟକ୍ଷତି ୨୭୭୯.୩୨କୋଟି ଟଙ୍କା ହୋଇଥିବା ନେଇ ରାଜ୍ୟ ସରକାର ରିପୋର୍ଟ ପ୍ରସ୍ତୁତ କରିବା ସହ ୨୦୨୩.୧୩କୋଟି ଟଙ୍କାର ସହାୟତା ପାଇଁ କେନ୍ଦ୍ର ନିକଟରେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe