ସମ୍ବଲପୁର: ନବୋଦୟ ପ୍ରବେଶିକା ପରୀକ୍ଷା ୨୯ରେ

ସମ୍ବଲପୁର: ୨୯ରେ ନବୋଦୟ ପ୍ରବେଶିକା ପରୀକ୍ଷା

Navodaya Vidyalaya Samiti

ବୁର୍ଲା : ଜବାହର ନବୋଦୟ ବିଦ୍ୟାଳୟର ଚୟନ ପରୀକ୍ଷା ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ସମ୍ବଲପୁର ଜିଲ୍ଲାର ୯ ବ୍ଲକରେ ମୋଟ ୨୮ଟି କେନ୍ଦ୍ରରେ ଚଳିତବର୍ଷ ୫୧୬୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସକାଳ ସାଢ଼େ ୧୧ଟାରୁ ସାଢ଼େ ୧ଟା ମଧ୍ୟରେ ହେବ। https://cbseitms.rcil.gov.in/nvs/AdminCard/AdminCard ରୁ ସିଧାସଳଖ ପ୍ରବେଶ ପତ୍ର ଡାଉନ୍‌ଲୋଡ୍ କରିପାରିବେ।

ଅନ୍‌ଲାଇନ୍‌ରେ ପ୍ରବେଶପତ୍ର ଡାଉନ୍‌ଲୋଡ୍‌ କରିବାରେ କୌଣସି ଅସୁବିଧା ହେଲେ ନିକଟସ୍ଥ ବିଇଓଙ୍କ କାର୍ଯ୍ୟାଳୟରୁ ପ୍ରବେଶପତ୍ର ଆଣିପାରିବେ ବୋଲି ଗୋଶାଳା ଜବାହର ନବୋଦୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏସ୍‌କେ ଦାଶ କହିଛନ୍ତି। ଏହା ବ୍ୟତୀତ ଅନ୍ୟ କୌଣସି ଅସୁବିଧା ହେଲେ ୭୮୭୩୮୩୨୬୧୩ , ୮୪୫୦୯୦୩୪୫ , ୭୩୭୭୬୪୨୩୫୫
ଏବଂ ୭୯୭୮୦୮୦୯୭୮ ନମ୍ୱରରେ ଯୋଗାଯୋଗ କରିବାକୁ ବିଦ୍ୟାଳୟ ପକ୍ଷରୁ କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe