ନୂଆଁମୁଣ୍ତା ଜଙ୍ଗଲରେ ମାଓବାଦୀ

Advertisment
ନୂଆଁମୁଣ୍ତା ଜଙ୍ଗଲରେ ମାଓବାଦୀ

ଭବାନୀପାଟଣା : କଳାହାଣ୍ତି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ଉର୍ଲାଦାନୀ ପଞ୍ଚାୟତ ନୂଆମୁଣ୍ତା ଜଙ୍ଗଲରେ ସିଆରପିଏଫ ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ନୂଆମୁଣ୍ତା ଜଙ୍ଗଲରେ କିଛି ମାଓବାଦୀ ବୁଲୁଥିବା ଖବର ପାଇ ସିଆରପିଏଫ ଯବାନମାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ସମୟ‌େର ୨୭୨ଟି ଇଲେକ୍ଟ୍ରି ଡିଟୋନେଟର, ୪୧୦ଟି ଜିଲାଟିନ ଟ୍ୟୁବ, ଗୋଟିଏ ବିସ୍ଫୋରକ ସ୍ବିଚ ଜବତ କରିଥିଲେ। ଏନେଇ କଳାହାଣ୍ତି ପୁଲିସ ଏସ୍‌ପିଙ୍କୁ ପଚାରିବାରୁ ଜବତ ସାମଗ୍ରୀ ମଦନପୁର ରାମପୁର ଥାନାରେ ରଖାଯାଇଛି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe