୩ ନେତାଙ୍କୁ ବିଜେଡିରେ ନୂଆ ନିଯୁକ୍ତି

Advertisment
ବରଗଡ଼: କିଏ ହେବେ ବିଜେଡି ଜିଲ୍ଲା ସଭାପତି?

ଭୁବନେଶ୍ବର : ୩ ଜଣ ନେତାଙ୍କୁ ବିଜେଡିରେ ନୂଆ ନିଯୁକ୍ତି ମିଳିଛି। ସଞ୍ଜୟ ବାବୁ ଓ ସନ୍ତୋଷ ଜେନାଙ୍କୁ ଦଳର ରାଜ୍ୟ ସମ୍ପାଦକ ଏବଂ ସନ୍ତୋଷ କୁମାର ଲେଙ୍କାଙ୍କୁ ମିଡିଆ ପ୍ୟାନେଲିଷ୍ଟ୍ ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe